ଚନ୍ଦାପଣ ସମସ୍ୟାରୁ କେମିତି ପାଇବେ ମୁକ୍ତି? | Dr Satyartha Prakash on Baldness in Odia | Signs & Causes
About this video
ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଓ ମାନସିକ ଚାପ ଯୋଗୁଁ ବର୍ତ୍ତମାନ କମ୍ ବୟସରୁ ଅଧିକାଂଶ ଲୋକଙ୍କର ଚନ୍ଦାପଣ ଦେଖିବାକୁ ମିଳୁଛି। ହେଲେ ଏହାର ଚିକିତ୍ସା ସମ୍ଭବ। କ’ଣ ରହିଛି ଚନ୍ଦାପଣର ଚିକିତ୍ସା? ଏନେଇ କସ୍ମେଟୋଲୋଜିଷ୍ଟ ଡାକ୍ତର ସତ୍ୟାର୍ଥ ପ୍ରକାଶ କ’ଣ କହୁଛନ୍ତି, ଜାଣନ୍ତୁ। Baldness typically refers to excessive hair loss from your scalp. Due to unhealthy lifestyles and stress, most people who are under the aging face this. However, its treatment is possible. So what causes baldness and what is its treatment? Find out more from Dr Satyartha Prakash, a Cosmetologist.