ବାରମ୍ବାର ମିସ୍‌କ୍ୟାରେଜ୍‌ ହେଉଛି କି? । Dr GSS Mohapatra on Recurrent Miscarriage in Odia

Dr GSS Mohapatra7 July 202112:2588K views

About this video

ବାରମ୍ବାର ଗର୍ଭପାତ କାହିଁକି ହୁଏ? ଗର୍ଭପାତ ପରେ ପୁଣି ପିଲାଛୁଆ ଯୋଜନା କରିବା ପୂର୍ବରୁ କ’ଣସବୁ ପରୀକ୍ଷା କରିନେବା ଜରୁରୀ? ଏନେଇ ବିଶିଷ୍ଟ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଜିଏସ୍‌ଏସ୍‌ ମହାପାତ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା।