ମଙ୍କିପକ୍ସ କ’ଣ? | Monkeypox: What to Know? in Odia | Dr Subhasri Subhadarsini

Dr Subhasri Subhadarsini13 August 20228:223.8K views

About this video

ସାରା ବିଶ୍ୱରେ ଦିନକୁ ଦିନ ମଙ୍କିପକ୍ସ ସଂକ୍ରମଣର ମାମଲା ବୃଦ୍ଧି ପାଇବାରେ ଲାଗିଛି। ତେବେ ମଙ୍କିପକ୍ସ କ’ଣ? ଏହା କେମିତି ବ୍ୟାପୁଛି? ଏନେଇ ଆସନ୍ତୁ ଡାକ୍ତର ଶୁଭଶ୍ରୀ ପ୍ରିୟଦର୍ଶିନୀଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା।