ଭିଟାମିନ୍ ‘ଡି’ର ଅଭାବ ଦୂର କରିବେ କେମିତି? | Vitamin D Deficiency in Odia | Dr Niroj Kumar Mishra
About this video
ଆପଣଙ୍କର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପ୍ରଶ୍ନ କମେଣ୍ଟରେ ଆମକୁ ପଚାରନ୍ତୁ। ଆମେ ଏହାର ଉତ୍ତର ଭିଡିଓ ମାଧ୍ୟମରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବୁ। ଆଜିକାଲି ଛୁଆଙ୍କଠାରୁ ଆରମ୍ଭ କରି ବଡ଼ ଲୋକଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତଙ୍କଠାରେ ଭିଟାମିନ୍ ଡି’ର ଅଭାବ ଦେଖାଦେଇଥାଏ। ଭିଟାମିନ୍ ଡି ଅଭାବରୁ ମାଂସପେଶୀ ଦୁର୍ବଳ, ହାଡ଼ ଦୁର୍ବଳ, ଥକ୍କାପଣ, ମାନସିକ ଅବସାଦ, କେଶ ଝଡ଼ିବା ଭଳି ସମସ୍ୟା ଦେଖାଦେଇଥାଏ। ଏହାର ଅଭାବରେ କ’ଣ କ’ଣ ସମସ୍ୟା ହୋଇପାରେ ଓ କେଉଁ ଖାଦ୍ୟରୁ ଏହି ଅଭାବକୁ ଦୂର କରିହେବ? ଆସନ୍ତୁ, ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ନିରୋଜ କୁମାର ମିଶ୍ରଙ୍କଠାରୁ ଜାଣିବା ଭିଟାମିନ୍ ‘ଡି’ କାହିଁକି ଜରୁରୀ? Your body must have Vitamin D to absorb calcium and promote bone growth. Vitamin D deficiency can lead to muscle weakness, weak bones, fatigue, depression, and hair loss. What are foods that are high in Vitamin D? Can Vitamin D deficiency be cured? Let's know more from Dr Niroj Kumar Mishra, a Medicine Specialist.