ମଦ ପିଇ ଲିଭର ଖରାପ: କେମିତି ଭଲ ହେବ? | Alcoholic Liver Disease in Odia |Dr Gadadhar Panda
About this video
ଏପ୍ରିଲ ୧୯- ବିଶ୍ୱ ଲିଭର ଦିବସ। ଲିଭର ବା ଯକୃତରେ ହେଉଥିବା ବିଭିନ୍ନ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସ ପାଳନ କରାଯାଉଛି। ଅତ୍ୟଧିକ ଏବଂ ନିୟମିତ ମଦ୍ୟପାନ ଲିଭରକୁ ଖରାପ କରିଥାଏ। ପ୍ରଥମ ପର୍ଯ୍ୟାୟରେ ଫ୍ୟାଟି ଲିଭର ଏବଂ ଶେଷ ପର୍ଯ୍ୟାୟରେ ଲିଭର ସିରୋସିସ୍ ହେବାର ଆଶଙ୍କା ସୃଷ୍ଟି ହୋଇଥାଏ। ଏକ ନିର୍ଦ୍ଦିଷ୍ଟ ପର୍ଯ୍ୟାୟରେ ଲିଭର ପ୍ରତିରୋପଣର ମଧ୍ୟ ଆବଶ୍ୟକତା ହୋଇପାରେ। ଆସନ୍ତୁ, ବିଶିଷ୍ଟ ପେଟ ରୋଗ ବିଶେଷଜ୍ଞ ଡାକ୍ତର ଗଦାଧର ପଣ୍ଡାଙ୍କଠାରୁ ଏନେଇ ଅଧିକ ଜାଣିବା । ମଦ୍ୟପାନ ଲିଭରକୁ କିପରି ଖରାପ କରିଥାଏ? Alcoholic Liver Disease (ALD) is a condition caused by excessive and prolonged alcohol consumption, leading to liver damage. Alcoholic Liver Disease leads to a range of disorders, including fatty liver, alcoholic hepatitis, and cirrhosis. Let's learn more from Dr Gadadhar Panda, a Gastroenterologist & Hepatologist. How alcohol affects the Liver? in Odia?