ବ୍ରେନ୍ ଷ୍ଟ୍ରୋକ: କାହାକୁ ହୋଇପାରେ? | Brain Stroke in Odia | Dr Subhransu Sekhar Jena | Prevent Stroke
About this video
ମଣିଷ ଶରୀରର ସମସ୍ତ କାର୍ଯ୍ୟକଳାପ ମସ୍ତିଷ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। କୌଣସି କାରଣରୁ ଏଥିରେ ରକ୍ତ ସଞ୍ଚାଳନ ବନ୍ଦ ହୋଇଗଲେ କିମ୍ବା ମସ୍ତିଷ୍କର ଶିରା ଫାଟିଗଲେ ବ୍ରେନ୍ ଷ୍ଟ୍ରୋକ୍ ବା ମସ୍ତିଷ୍କ ପକ୍ଷାଘାତ ହୋଇଥାଏ। ବ୍ରେନ୍ ଷ୍ଟ୍ରୋକ୍ ହେବାର କାରଣ ସବୁ କ’ଣ? କାହାକୁ ହୋଇପାରେ ବ୍ରେନ୍ ଷ୍ଟ୍ରୋକ? ଆସନ୍ତୁ ଏବିଷୟରେ ଅଧିକ ଜାଣିବା ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନାଙ୍କଠାରୁ। ଏହି ଭିଡିଓରେ ରହିଛି