ହୃଦ‌ରୋଗ ଲକ୍ଷଣକୁ ଜାଣନ୍ତୁ | Heart Attack: Know the Symptoms, in Odia | Dr Jitendra Nath Patnaik

Dr Jitendra Nath Patnaik24 September 202410:3913K views

About this video

ବର୍ତ୍ତମାନ ସମୟରେ ହୃଦ୍‌ଘାତ ଭଳି ସାଂଘାତିକ ରୋଗ ଯେକୌଣସି ବୟସର ଲୋକଙ୍କୁ ପ୍ରଭାବିତ କରୁଛି। ଖରାପ ଜୀବନଶୈଳୀ, ଖାଦ୍ୟପାନ ଏବଂ ବ୍ୟାୟାମର ଅଭାବ ଏହାର ମୁଖ୍ୟ କାରଣ ବୋଲି ବିବେଚନା କରାଯାଏ। ଯଦି ହୃଦ୍‌ଘାତ ରୋଗୀ ଠିକ ସମୟରେ ଚିକିତ୍ସା ପାଆନ୍ତି, ତେବେ ରୋଗୀର ଜୀବନ ରକ୍ଷା ହୋଇପାରିବ। କେଉଁମାନଙ୍କୁ ହୃଦ୍‌ଘାତ ହେବାର ଆଶଙ୍କା ରହିଛି? ହୃଦ୍‌ଘାତର ଲକ୍ଷଣ ଦେଖାଗଲେ କ'ଣ କରିବେ? ଆସନ୍ତୁ, ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ଜିତେନ୍ଦ୍ର ନାଥ ପଟ୍ଟନାୟକଙ୍କଠାରୁ ଏହି ବିଷୟରେ ଅଧିକ ଜାଣିବା ।