ଗ୍ରାଭିଟେସ୍ନାଲ ଇନ୍ସିକ୍ୟୁରିଟି କ’ଣ? | Gravitational Insecurity in Odia | Dr Anil Kabisatapathy
About this video
ଛୋଟ ପିଲାଙ୍କର ବିକାଶ ସମୟରେ ଗ୍ରାଭିଟେସ୍ନାଲ ଇନ୍ସିକ୍ୟୁରିଟି ଭଳି ଏକ ସମସ୍ୟା ଦେଖାଦିଏା ଏହା ହେଲେ ପିଲା ଅତି ଛୋଟ ଉଚ୍ଚତାକୁ ଦେଖିଲେ ଡରୁଥିବ, ଖେଳକୁଦରେ ସାମିଲ ହେଉନଥିବ ଓ ପାର୍କରେ ଥିବା ଖେଳନାରେ ଖେଳିବାକୁ ପସନ୍ଦ କରୁନଥିବ ବା ଡରୁଥିବ | ଆସନ୍ତୁ ଏ ବିଷୟରେ ପେଡିଆଟ୍ରିକ୍ ଅକ୍ୟୁପେସନାଲ ଥେରାପିଷ୍ଟ ଡାକ୍ତର ଅନିଲ କୁମାର କବିଶତପଥୀଙ୍କଠାରୁ ଅଧିକ ଜାଣିବା।