ଜନ୍ମ ବେଳେ ଶିଶୁଙ୍କଠାରେ ମଳଦ୍ୱାର ନ ଥିବା | Anorectal Malformations in Odia | Dr Banoj Kumar Ray
About this video
ଆନୋରେକ୍ଟାଲ ବିକୃତି ହେଉଛି ଏକ ଜନ୍ମଗତ ତ୍ରୁଟି ଯାହା ଉଭୟ ପୁଅ ଓ ଝିଅଙ୍କଠାରେ ହୋଇପାରେ। ଏହି ସମସ୍ୟାରେ ଶିଶୁଙ୍କଠାରେ ଜନ୍ମରୁ ମଳଦ୍ଵାର ନଥାଏ। ଅସ୍ତ୍ରୋପଚାର ହେଉଛି ଏହାର ଏହାର ଏକମାତ୍ର ଚିକିତ୍ସା। ତେବେ ଏହା କାହିଁକି ହୁଏ? ଏ ବିଷୟରେ ଆସନ୍ତୁ ଜାଣିବା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ବନୋଜ କୁମାର ରାୟଙ୍କଠାରୁ।