ଅଧକପାଳୀ (ମାଇଗ୍ରେନ୍) - କେମିତି ଦୂର ହେବ? | Dr Subhransu Sekhar Jena on Treatment of Migraine in Odia

Dr Subhransu Sekhar Jena23 October 20209:49171K views

About this video

ମାଇଗ୍ରେନ ବା ଅଧକପାଳୀ। ଆମ ସମାଜରେ ଅଧକପାଳୀ ଏକ ସାଧାରଣ ସମସ୍ୟା, ଯାହା ଅଧିକାଂଶ ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳୁଛି। ବିଶେଷକରି ମହିଳାଙ୍କଠାରେ ଏହା ଅଧିକ। ପରିସଂଖ୍ୟନରୁ ଜଣାପଡ଼ିଛି କି, ବିଶ୍ୱରେ ପ୍ରାୟ ୧୫ ପ୍ରତିଶତ ବ୍ୟକ୍ତି ମାଇଗ୍ରେନ୍ ରୋଗରେ ପୀଡ଼ିତ ହେଉଛନ୍ତି। ତେଣୁ ମାଇଗ୍ରେନ ବା ଅଧକପାଳୀ ବର୍ତ୍ତମାନ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଭାବେ ଉଭା ହୋଇଛି। ତେବେ ଅଧକପାଳୀ ହେବାର କାରଣ କ’ଣ? ଏହାର ନିରାକରଣ କେମିତି କରିବେ? ବିଶିଷ୍ଟ ମସ୍ତିଷ୍କ ରୋଗ ବିଶେଷଜ୍ଞ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନାଙ୍କଠାରୁ ଆସନ୍ତୁ ଏବିଷୟରେ ଜାଣିବା।