ବାରମ୍ବାର ପରିସ୍ରା ଲାଗିବା: ଏହାର କାରଣ କ’ଣ? | Overactive Bladder in Odia | Dr Debabrata Sabat

Dr Debabrata Sabat20 April 202311:241.2M views

About this video

ଓଭରଆକ୍ଟିଭ୍‌ ବ୍ଲାଡର ଏକ ସାଧାରଣ ସମସ୍ୟା ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ ଓ ବେଳେ ବେଳେ ପରିସ୍ରା ରୋକିବା ସେମାନଙ୍କ ପାଇଁ ସମ୍ଭବପର ହୋଇ ନଥାଏ। ଏହି ସମସ୍ୟାର କାରଣ କ’ଣ? ଏହାର ଚିକିତ୍ସା କ’ଣ? ଏ ବିଷୟରେ ୟୁରୋଲୋଜିଷ୍ଟ ଡାକ୍ତର ଦେବବ୍ରତ ସାବତଙ୍କଠାରୁ ଅଧିକ ଜାଣିବା।