ଏକ୍ଜିମା: କେମିତି ଭଲ ହେବ? | Eczema in Odia | Causes, Symptoms & Treatment | Dr Prateek Maharana
About this video
ଏକ୍ଜିମା ଏକ ପ୍ରକାରର ଚର୍ମ ରୋଗ। ଏକ୍ଜିମା ହେଲେ ତ୍ଵଚା କୁଣ୍ଡାଇ ହେବା, ନାଲି ପଡ଼ିଯିବା, ଚୋପା ଛାଡ଼ିବା ଭଳି ଲକ୍ଷଣ ଦେଖାଦିଏ। ଏହା କେମିତି ଭଲ ହେବ? ଆସନ୍ତୁ ତ୍ୱଚା ରୋଗ ବିଶେଷଜ୍ଞ ଡାକ୍ତର ପ୍ରତିକ ମହାରଣାଙ୍କଠାରୁ ଏକ୍ଜିମା ବିଷୟରେ ଅଧିକ ଜାଣିବା।