କାହିଁକି ହୁଏ ଥାଇରଏଡ୍ ରୋଗ? | Dr Sambit Das on Thyroid Diseases in Odia | Symptoms & Treatment

Dr Sambit Das20 December 20209:50337K views

About this video

ଆମ ଶରୀରର ସବୁ କାର୍ଯ୍ୟ ଥାଇରଏଡ୍ ହରମୋନ ଉପରେ ନିର୍ଭର କରିଥାଏ। ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଥାଇରଏଡ୍‌ ରୋଗ ଅଧିକ ଦେଖିବାକୁ ମିଳିଥାଏ। ଏହା ଏକ ଅଟୋ-ଇମ୍ୟୁନ୍ ରୋଗ। ତେବେ, ଥାଇରଏଡ୍‌ ରୋଗର କାରଣ କ’ଣ? ଏନେଇ ଜଣାଶୁଣା ଏଣ୍ଡୋକ୍ରାଇନୋଲୋଜିଷ୍ଟ୍ ଡାକ୍ତର ସମ୍ବିତ ଦାସ କ’ଣ କହୁଛନ୍ତି, ଜାଣନ୍ତୁ।