ମହିଳାଙ୍କଠାରେ ପିସିଓଏସ୍ (PCOS) ସମସ୍ୟା - କାରଣ ଓ ଚିକିତ୍ସା | Dr Sujata Kar on Causes & Treatment of PCOS

Dr Sujata Kar2 October 20208:1735K views

About this video

ପିସିଓଏସ୍ ବା ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ। ଏହା ଏକ ହରମୋନଜନିତ ସମସ୍ୟା, ଯାହା ମହିଳାମାନଙ୍କଠାରେ ଦେଖାଯାଏ। ପିସିଓଏସ୍ ହୋଇଥିଲେ ମହିଳାମାନଙ୍କଠାରେ ଋତୁସ୍ରାବରେ ଅନିୟମିତତା ହୋଇଥାଏ। ଯେପରିକି ମାସ ମାସ ଧରି ଋତୁସ୍ରାବ ବନ୍ଦ ହୋଇଯିବା କିମ୍ବା ବହୁତ ଶୀଘ୍ର ଋତୁସ୍ରାବ ହେବା। ତେବେ ଆସନ୍ତୁ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସୁଜାତା କରଙ୍କଠାରୁ ପିସିଓଏସ୍ ସମସ୍ୟା ବିଷୟରେ ଅଧିକ ଜାଣିବା।