ପିରିୟଡ୍‌ସ ବେଳେ ପରିଚ୍ଛନ୍ନତା କିପରି ରହିବେ? | Menstrual Hygiene in Odia | Dr Alakta Das

Dr Alakta Das29 May 20236:455.0K views

About this video

ପିରିୟଡସ ବା ଋତୁସ୍ରାବ ବେଳେ ସଫାସୁତରା ରହିବା ନିହାତି ଦରକାର। ନଚେତ ଏହା ବିଭିନ୍ନ ରୋଗ ଓ ସଂକ୍ରମଣକୁ ଡାକେ। ଏନେଇ ପ୍ରତ୍ୟେକ ମହିଳାଙ୍କୁ ସଚେତନ ହେବା ଦରକାର। ତେବେ, ପରିୟଡସ ବେଳେ କେମିତି ସ୍ୱଚ୍ଛତା ଓ ପରିଚ୍ଛନ୍ନତା ବଜାୟ ରଖିବେ? ବିଶିଷ୍ଟ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅଲକ୍ତା ଦାସ ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ୟୁଥ୍ ଫର ୱାଟର ପ୍ଲସ ସହ ମିଳିତ ସହଯୋଗରେ ସ୍ୱାସ୍ଥ୍ୟପ୍ଲସ ଆପଣଙ୍କ ପାଇଁ ଏହି ଭିଡିଓଟି ଆଣିଦେଇଛି। ଋତୁସ୍ରାବ ବା ପରିୟଡସ କ’ଣ? ଋତୁସ୍ରାବ ସମୟରେ ପରିଚ୍ଛନ୍ନତା ବଜାୟ ରଖିବେ କିପରି? ପରିଚ୍ଛନ୍ନତା ପ୍ରତି ଧ୍ୟାନ ନଦେଲେ କ’ଣ ଅସୁବିଧା ହେବ? ଋତୁସ୍ରାବକୁ ନେଇ ଅନ୍ଧବିଶ୍ଵାସଠାରୁ ଦୂରେଇ ରହନ୍ତୁ ଋତୁସ୍ରାବ ଅନିୟମିତତା କାହିଁକି ହୁଏ? କିପରି ସୁସ୍ଥ ରହିବେ? Menstrual periods are difficult days for women because during this time the woman has to go through abdominal pain, stretch, itching and irritability. There are also concerns about how to dispose of the used products. Lets know how to maintain hygiene during periods from Dr Alakta Das, an Obstetrician & Gynecologist. Swasthya Plus brings you this video with partnership with Youth4Water Plus. What is Menstruation (Periods)? How to maintain Menstrual Hygiene? What are the risks of poor menstrual hygiene practices? Stay away from Menstrual superstitions What are the causes of Iregular Periods? Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।