ଷ୍ଟିରଏଡ୍‌ ମେଡିସିନ୍‌ର କାମ କ’ଣ? । Dr Jyoti Ranjan Parida on Steroid in Odia | Function & Use

Dr Jyoti Ranjan Parida6 July 20219:487.3K views

About this video

ମଣିଷ ଶରୀରରେ ବହୁତ ଉପଯୋଗୀ ହରମୋନ ହେଉଛି ଷ୍ଟିରଏଡ୍‌ ହରମୋନ୍‌। ଏହା ଶରୀର ଚଳପ୍ରଚଳରେ ସହାୟକ ହୋଇଥାଏ। ହେଲେ କୋଭିଡ୍‌ ହେଉ ବା ଅନ୍ୟ କେଉଁ ସଂକ୍ରମଣ ବର୍ତ୍ତମାନ ଅଧିକାଂଶ ଲୋକ ବିନା ଡାକ୍ତରଙ୍କ ପରାମର୍ଶରେ ଷ୍ଟିରଏଡ୍‌ ମେଡିସିନ୍‌ର ବ୍ୟବହାର କରୁଛନ୍ତି, ଯାହା ତାଙ୍କ ଶରୀରକୁ ନକରାତ୍ମକ ଫଳ ଦେଉଛି। ତେବେ ଷ୍ଟିରଏଡ୍‌ ମେଡିସିନ୍‌ କ’ଣ? ଏହାର କିଭଳି କାର୍ଯ୍ୟ କରେ ଓ ଏହାର ବ୍ୟବହାର କ’ଣ? ଏନେଇ ବିଶିଷ୍ଟ ରୁମାଟୋଲୋଜିଷ୍ଟ ତଥା ଇମ୍ୟୁନୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା କ’ଣ କହୁଛନ୍ତି, ଜାଣନ୍ତୁ।