ପ୍ରିୟଜନଙ୍କୁ ହରାଇଥିବା ବ୍ୟକ୍ତି ନିଜକୁ କେମିତି ସମ୍ଭାଳିବେ? | Grief and Loss in Odia | Soumya Jagatdeb
About this video
ଓଡ଼ିଶାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ଅନେକ ଲୋକଙ୍କର ହସଖୁସିର ସଂସାର ଉଜାଡ଼ି ଦେଇଛି। ଏହି ଟ୍ରେନ୍ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପରିବାର ଏକ ପ୍ରକାର ହତାସ ହୋଇପଡ଼ିଛନ୍ତି। କିଏ ନିଜ ଲୋକଙ୍କୁ ଜୀବତ ପାଇଥିବାବେଳେ ଆଉ କେହିଁ ବର୍ତ୍ତମାନ ସୁଦ୍ଧା କୌଣସି ଖୋଜ ଖବର ପାଉନାହାନ୍ତି। ଆଉ କେହି ନିଜ ପରିବାର ସଦସ୍ୟଙ୍କ ଶବ ଦେଖି କୋହ ସମ୍ଭାଳିପାରୁ ନାହାନ୍ତି। ଏଭଳି ଏକ ଅପ୍ରିତିକର ପରିସ୍ଥିତିରେ ସେମାନେ ନିଜକୁ କିପରି ସମ୍ଭାଳିବେ। ଏଭଳି ଆଘାତରୁ ନିଜକୁ କେମିତି ବାହାର କରିବେ? ଆସନ୍ତୁ ମନସ୍ତତ୍ତ୍ୱବିତ୍ ସୌମ୍ୟା ଜଗତଦେବଙ୍କଠାରୁ ଏ ବିଷୟରେ ଶୁଣିବା। Let's know more about How to cope with grief and loss from Soumya Jagatdeb, a Psychologist, Children First India. Produced with Technical Support from School Initiative for Mental Health Advocacy, TISS.