ସୁନ୍ଦରଗଡ଼ ଏଆର୍ସିରେ ରୋବୋଟିକ୍ ଫିଜିଓଥେରାପି ଓ କୃତ୍ରିମ ଅଙ୍ଗରୋପଣ | Khagapati Reddy on ARC Sundargarh
Swasthya Plus Network8 September 20204:07876 views
About this video
ଆଜି ବିଶ୍ୱ ଫିଜିଓଥେରାପି ଦିବସ। ଫିଜିଓଥେରାପି ଏପରି ଏକ ଚିକିତ୍ସା ପଦ୍ଧତି, ଯାହା ଶରୀରର ବ୍ୟଥା ଦୂର କରିବା ସହିତ ଅଙ୍ଗ ପ୍ରତ୍ୟଙ୍ଗ ସଞ୍ଚାଳିତ କରିଥାଏ। ତେବେ ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ରହିଛି ଏକ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର। ଦୁର୍ଘଟଣା ପରବର୍ତୀ ସମସ୍ୟା ହେଉ କିମ୍ବା ସ୍ନାୟୁଗତ ବିଭିନ୍ନ ସମସ୍ୟା, ଏସମସ୍ତ ଚିକିତ୍ସା ପାଇଁ ଏଠାରେ ରହିଛି ରୋବୋଟିକ୍ ଫିଜିଓଥେରାପି ତଥା କମ୍ପ୍ୟୁଟର ଆଧାରରେ କୃତ୍ରିମ ଅଙ୍ଗରୋପଣର ବ୍ୟବସ୍ଥା। ଏନେଇ ସୁନ୍ଦରଗଡ଼ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରର ପ୍ରବନ୍ଧକ ଖଗପତି ରେଡ୍ଡୀ କ'ଣ କହୁଛନ୍ତି ଆସନ୍ତୁ ଜାଣିବା।