ହେଡ୍ ଇଞ୍ଜୁରି - କାହାର ମୁଣ୍ଡ ଫାଟିଗଲେ କ’ଣ କରିବେ? | Head Injury in Odia | Dr Bimal Kumar Sahoo
About this video
ସଡ଼କ ଦୁର୍ଘଟଣା ହେଉ ବା କୌଣସି ଉଚ୍ଚା ସ୍ଥାନରୁ ପଡ଼ିଗଲେ ମୁଣ୍ଡ ଫାଟିବାର ଆଶଙ୍କା ଥାଏ। ଏଭଳି ପରିସ୍ଥିତିରେ ପୀଡ଼ିତଙ୍କୁ ପ୍ରାଥମିକ ଚିକିତ୍ସା କେମିତି ଦେବେ? ଏ ବିଷୟରେ ଆସନ୍ତୁ ବିଶିଷ୍ଟ ନ୍ୟୁରୋସର୍ଜନ ଡାକ୍ତର ବିମଳ କୁମାର ସାହୁ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।