ସିଜୋଫ୍ରେନିଆ - ଜାଣନ୍ତୁ କାରଣ, ଲକ୍ଷଣ ଓ ଚିକିତ୍ସା | Schizophrenia in Odia | Dr Satyakam Mohapatra

Dr Satyakam Mohapatra10 June 20206:4413K views

About this video

ସିଜୋଫ୍ରେନିଆ ହେଉଛି ଏକ ଗୁରୁତର ମାନସିକ ସମସ୍ୟା। ଓଡ଼ିଆରେ ଏହାକୁ ମାନସିକ ବିଖଣ୍ଡତା ରୋଗ ବୋଲି କହିଥାଉ। ଭାରତରେ ପ୍ରତି ୧୦୦ ଜଣରେ ଜଣଙ୍କୁ ଏହି ରୋଗ ହେଉଛି। ସିଜୋଫ୍ରେନିଆ ରୋଗ କ'ଣ? ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ସ୍ନାୟୁ ମାନସିକ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ର କ'ଣ କହୁଛନ୍ତି ଆସନ୍ତୁ ଜାଣିବା, ଏହି ଭିଡିଓରେ ରହିଛି