ସୂର୍ଯ୍ୟକିରଣରୁ ଆଲର୍ଜି: ଚିକିତ୍ସା କ’ଣ? | Sun Allergy / Photosensitivity, in Odia | Dr Monali Pattnaik
About this video
ସାଧାରଣତଃ କେତେକ ଲୋକଙ୍କୁ ସୂର୍ଯ୍ୟକିରଣରୁ ଆଲର୍ଜି ହୋଇଥାଏ। ସୂର୍ଯ୍ୟକିରଣ ସମ୍ପର୍କରେ ଆସୁଥିବା ତ୍ଵଚାରେ ନାଲି ନାଲି ଫଳିଯିବା, କୁଣ୍ଡାଇ ହେବା ଭଳି ଲକ୍ଷଣ ଦେଖାଦିଏ। ଆସନ୍ତୁ, ତ୍ୱଚା ରୋଗ ବିଶେଷଜ୍ଞ ଡାକ୍ତର ମୋନାଲି ପଟ୍ଟନାୟକଙ୍କଠାରୁ ଏହାର ଚିକିତ୍ସା ବିଷୟରେ ଜାଣିବା।