କେତେବେଳେ କରିବେ ଡାଏବେଟିସ୍ ଟେଷ୍ଟ? | Blood Sugar | Diabetes Test | Dr Ritesh Kumar Agrawala
About this video
ଡାଏବେଟିସ୍ ଟେଷ୍ଟ କେତେବେଳେ କରିବା ଦରକାର? କେମିତି କରିବା ଦରକାର? ଆସନ୍ତୁ ଏହି ଭିଡିଓ ମାଧ୍ୟମରେ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ରିତେଶ କୁମାର ଅଗୱାଲଙ୍କଠାରୁ ଜାଣିବା।