ସକାଳୁଆ ହାର୍ଟ ଆଟାକ୍: କ'ଣ କରିବେ? | What is Morning Heart Attack? in Odia | Symptoms | Dr Lingaraj Nath

Dr Lingaraj Nath1 October 202412:292.9K views

About this video

ଆଜିକାଲି ହୃଦ୍‌ଘାତ ଏକ ସାଧାରଣ ରୋଗ ହୋଇଗଲାଣି। କିଶୋରଠୁ ଆରମ୍ଭ କରି ବୟସ୍କ ସଭିଙ୍କୁ ଏହି ରୋଗ ଗ୍ରାସ କରୁଛି। କିଏ ଚାଲିବା ବେଳେ ହୃଦ୍‌ଘାତର ଶିକାର ହେଉଛି ତ କିଏ ନାଚୁଥିବା ଅବସ୍ଥାରେ ଟଳି ପଡୁଛି, ଯାହା ବର୍ତ୍ତମାନ ସମୟ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି । ପରିବର୍ତ୍ତିତ ଜୀବନଶୈଳୀ, ଖାଦ୍ୟପାନ ଏବଂ ଦୈନନ୍ଦିନ ବ୍ୟାୟାମର ଅଭାବ ହୃଦ୍‌ଘାତ ଆଶଙ୍କାକୁ ବୃଦ୍ଧି କରୁଛି। କେଉଁ ସମୟରେ ହୃଦ୍‌ଘାତ ହେବାର ଆଶଙ୍କା ରହିଛି? ସକାଳୁ ହୃଦ୍‌ଘାତର ଶିକାର ହେଲେ କ’ଣ କରିବେ? ଆସନ୍ତୁ, ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ଲିଙ୍ଗରାଜ ନାଥଙ୍କଠାରୁ ଏହି ବିଷୟରେ ଅଧିକ ଜାଣିବା ।