ମଦ୍ୟପାନ – କାହିଁକି ସ୍ଵାସ୍ଥ୍ୟ ପକ୍ଷେ କ୍ଷତିକାରକ? । Dr Uma Shankar Mishra on Alcoholism | Quit Alcohol
About this video
ଅତ୍ୟଧିକ ମଦ୍ୟପାନ କରିବାକୁ ଆଲକହଲିଜିମ୍ ବା ମଦ୍ୟାସକ୍ତ ବୋଲି କୁହାଯାଏ। ନିୟମିତ ଓ ଅତ୍ୟଧିକ ମଦ୍ୟପାନ ମଣିଷ ଶରୀର ଓ ମନ ସହ ପାରିବାରିକ, ସାମାଜିକ, ଆର୍ଥିକସ୍ଥିତିକୁ ହଲଚଲ କରିଦେଇଥାଏ। ତେବେ ମଦ ପିଇବା ଦ୍ୱାରା ଶାରୀରିକ ଓ ମାନସିକ ଭାବେ କ’ଣ କ୍ଷତି ହୁଏ? ମଦ ପିଇବା ଛାଡ଼ିବେ କିପରି? ଏନେଇ ବିଶିଷ୍ଟ ଭେଷଜ ରୋଗ ବିଶେଷଜ୍ଞ ଡାକ୍ତର ଊମା ଶଙ୍କର ମିଶ୍ରଙ୍କ ପରାମର୍ଶ, ଜାଣନ୍ତୁ।