ଥାଇରଏଡ୍ ରୋଗର ଲକ୍ଷଣ ଓ ଏହାର ଚିକିତ୍ସା | Dr. Abhay Kumar Sahoo on Thyroid Symptoms and Treatment in Odia
About this video
ପ୍ରତିଦିନ ଓଡିଶାର ଜଣାଶୁଣା ଡାକ୍ତରମାନଙ୍କର ପରାମର୍ଶ ସହିତ ନୂଆ ନୂଆ ଭିଡିଓ ଦେଖିବା ପାଇଁ ଦିଆଯାଇଥିବା ଲିଙ୍କରେ କ୍ଲିକ କରନ୍ତୁ! ସବୁ ବୟସର ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳୁଛି ଥାଇରଏଡ୍ ରୋଗ। ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଏହି ରୋଗ ଅଧିକ ଦେଖିବାକୁ ମିଳିଥାଏ। ଛୋଟ ପିଲାଙ୍କୁ ଥାଇରଏଡ୍ ରୋଗ ହେଲେ ଏହା ତାଙ୍କର ବିକାଶ ଉପରେ ପ୍ରଭାବ ପକାଏ। ତେବେ ଏହାର ଲକ୍ଷଣ ଜାଣିଲେ ସିନା ଚିକିତ୍ସା କରିବା। ଆସନ୍ତୁ ଜାଣିବା ଥାଇରଏଡ୍ ରୋଗର ପ୍ରକାର, ଲକ୍ଷଣ ଏବଂ ଚିକିତ୍ସା ବିଷୟରେ ଡାକ୍ତର ଅଭୟ କୁମାର ସାହୁ କ'ଣ କହୁଛନ୍ତି। ଏହି ଭିଡ଼ିଓରେ ରହିଛି A brief medical advice, in Odia language, on types, symptoms and treatment of thyroid, based on the interview with Professor Dr. Abhay Kumar Sahoo, Senior Consultant, Endocrinology. --------------------------------