ଯୋନିରେ ସଂକ୍ରମଣ ହେଲେ କେମିତି କରିବେ ଉପଚାର? | How to Treat Vaginal Yeast Infection? | Dr Shilpa Mishra
About this video
ଯୋନିରୁ ଦୁର୍ଗନ୍ଧ ଆସିବା, କୁଣ୍ଡାଇ ହେବା, ଲାଲ ପଡ଼ିଯିବା ଭଳି ସମସ୍ୟା କାହିଁକି ହୁଏ? ଏହାକୁ କେମିତି ରୋକିବେ? ଏନେଇ ଆସନ୍ତୁ ଡାକ୍ତର ଶିଳ୍ପା ମିଶ୍ର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Many women must have faced problems like itching, redness, discharge, burning, and pain while urinating in the vagina. So how are vaginal yeast infections treated? Let's know more about the causes, symptoms, and prevention of Vaginal Yeast Infection from Dr Shilpa Mishra, a Gynaecologist.