ଦେହ ସାରା ଦରଜ ହେଉଛି କି? | Body Pain: Causes in Odia | Fibromyalgia | Prof Dr Jyoti Ranjan Parida
About this video
ଅନେକ ସମୟରେ କିଛି ଲୋକଙ୍କ ଦେହ ହାତ ଘୋଳା ବିନ୍ଧା ତଥା ଶରୀରର ମାଂସପେଶୀରେ ଯନ୍ତ୍ରଣା ହୋଇଥାଏ। ମାତ୍ର ଏହି ସମସ୍ୟା ଏକ ମାସରୁ ଅଧିକ ସମୟ ଧରି ଲାଗି ରହିଲେ କୌଣସି ରୋଗକୁ ସୂଚିତ କରିଥାଏ। ଦେହ ହାତ ଘୋଳା ବିନ୍ଧା ହେବା ଫାଇବ୍ରୋମାୟାଲଜିଆର ଏକ ଲକ୍ଷଣ ଅଟେ। ଆସନ୍ତୁ, ପ୍ରଫେସର ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ାଙ୍କ ଠାରୁ, ଏନେଇ ଅଧିକ ଜାଣିବା। ଦେହ ସାରା ଦରଜ ହେଉଛି କି? Fibromyalgia is a complex disorder characterized by widespread musculoskeletal pain, fatigue, and tenderness in specific areas. Its exact cause is unclear, but it can lead to sleep disturbances and cognitive issues. Let's learn more from Prof Dr Jyoti Ranjan Parida, a Rheumatologist. What causes Body Pain? in Odia