ହଳଦିଆ ପରିସ୍ରା କାହିଁକି ହୋଇଥାଏ? | Causes of Yellowish Urine in Odia | Dr Priyabrata Das
About this video
ଆପଣ ଲକ୍ଷ୍ୟ କରିଥିବେ ଯେକୌଣସି ରୋଗ ପାଇଁ ଆମେ ଡାକ୍ତରଙ୍କ ପାଖକୁ ଗଲେ ପ୍ରଥମେ ପରିସ୍ରା ପରୀକ୍ଷା କରାଯାଏ। କାରଣ ପରିସ୍ରାରୁ ଅନେକ ରୋଗର ସୂଚନା ମିଳିଥାଏ। ହେଲେ ଅଧିକାଂଶ ଲୋକ ଭାବନ୍ତି ଯେ, ପରିସ୍ରାର ରଙ୍ଗ ହଳଦିଆ ହେଲେ ଏହା କୌଣସି ବଡ଼ ରୋଗର କାରଣ। ତେବେ ଏହା କେତେ ସତ? ଏନେଇ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ପ୍ରିୟବ୍ରତ ଦାସ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Urine color generally ranges from a pale yellow color to deep amber. This coloring is primarily caused by the pigment urochrome. You may have noticed that when we go to the doctor for any disease, they ask about urine test. This is because of the fact that many diseases are reported from the urine. However, most people think that if the color of the urine is yellow, it is a serious disease. So how true is this? Let's know more from Dr Priyabrata Das, a Urologist.