ଶୀତ ଦିନରେ ଗୋଡ଼ ଫଟା, ରୁପି ସମସ୍ୟାର ଉପଚାର | Dr Kishan Agarwal on Winter Skin Disease | Skin Care
Dr Kishan Agarwal3 December 202016:15191K views
About this video
ଶୀତ ଋତୁ ଆସିବା ମାତ୍ରେ ଆମ ଶରୀରରେ ବିଭିନ୍ନ ଚର୍ମ ରୋଗ ଦେଖାଦେଇଥାଏ। ସୋରିଆସିସ୍, ବିଭିନ୍ନ ଫଙ୍ଗଲ ଇନଫେକ୍ସନ, ଗୋଡ଼ ଫାଟିବାଏ କେଶରେ ରୁପି ସମସ୍ୟା ଭଳି ଅନେକ ସମସ୍ୟାକୁ ନେଇ ଲୋକ ଚିନ୍ତିତ ଥା’ନ୍ତି। ତେବେ କେମିତି ଏହି ସମସ୍ୟାରୁ ମୁକ୍ତି ପାଇବା। ଏହାର କାରଣ, ଚିକିତ୍ସା ଓ ଘରୋଇ ଉପଚାର ବିଷୟରେ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର କିଶନ ଅଗରୱାଲଠାରୁ ଆସନ୍ତୁ ଜାଣିବା।