ପିରିୟଡ୍ସ ବେଳେ ଅଧିକ ବା ଅଳ୍ପ ରକ୍ତସ୍ରାବ ହେଉଛି କି? | Irregular Periods in Odia | Dr Mousumi Acharya
About this video
କେତେକ ମହିଳାଙ୍କର ପିରିୟଡ୍ସ ବେଳେ ଅଳ୍ପ କିମ୍ବା ଅଧିକ ରକ୍ତସ୍ରାବ ହୋଇଥାଏ। ଏହା ପିରିୟଡ୍ସ ଅନିୟମିତତାର ଲକ୍ଷଣ। ତେବେ ଏହାର ଚିକିତ୍ସା କ’ଣ? ଆସନ୍ତୁ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ମୌସୁମୀ ଆଚାର୍ଯ୍ୟଙ୍କଠାରୁ ଜାଣିବା।