ହାର୍ଟ ବ୍ଲକେଜ୍କୁ ଚିହ୍ନିବେ କେମିତି? | How to detect Heart Blockage? in Odia | Dr Hemant Behera
About this video
ହାର୍ଟ ବ୍ଲକେଜ୍କୁ ଚିହ୍ନିପାରିଲେ ଆମେ ହାର୍ଟ ଆଟାକ୍କୁ ରୋକିପାରିବା। ହେଲେ କେମିତି? ଆସନ୍ତୁ ବିଶିଷ୍ଟ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ହେମନ୍ତ ବେହେରାଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା।