ସ୍ତନପାନର ସଠିକ ଉପାୟ | Breastfeeding Tips for New Mothers in Odia | Dr Smita Sarangi

Dr Smita Sarangi2 March 20226:5494K views

About this video

ସ୍ତନପାନ ଉଭୟ ମା’ ଓ ଶିଶୁ ପାଇଁ ଗୁରୁତ୍ୱପୂର୍ଣ୍ଣା ଏହା ଶିଶୁର ଶାରୀରିକ ତଥା ମାନସିକ ବୃଦ୍ଧି ପାଇଁ ବେଶ୍‌ ଜରୁରୀା ତେବେ ସ୍ତନପାନର ସଠିକ ପଦ୍ଧତି କେମିତି ହେବା ଦରକାର? ସ୍ତନପାନ ପୂର୍ବରୁ କେମିତି ପ୍ରସ୍ତୁତ ହେବା ଆବଶ୍ୟକ? ଏ ସମସ୍ତ ବିଷୟରେ କ’ଣ କହୁଛନ୍ତି ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସ୍ମିତା ଷଢ଼ଙ୍ଗୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବାା Breastfeeding is important for both the mother and the baby. It is essential for the physical and mental development of the baby. What are the do's and don'ts of breastfeeding? What to do before starting breastfeeding? Let's know more from Dr Smita Sarangi, an Obstetrician & Gynaecologist.