ଶିଶୁ କୋଭିଡ୍ ପଜିଟିଭ୍ ହେଲେ କ’ଣ କରିବେ? | Dr Nirmal Kumar Mohakud on Covid Care for Children in Odia
About this video
ବର୍ତ୍ତମାନ ସାରା ଦେଶ କରୋନାର ଦ୍ବିତୀୟ ଲହରୀରେ ପ୍ରଭାବିତ। ପୂର୍ବବର୍ଷ ଅପେକ୍ଷା ଏଥର ଭୂତାଣୁ ଅଧିକ ସଂକ୍ରାମକ ହୋଇପଡ଼ିଛି। ତେବେ ଏଭଳି ପରିସ୍ଥିତିରେ ଶୁଶୁମାନଙ୍କୁ କିଭଳି ସୁରକ୍ଷିତ ରଖିବା? ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନିର୍ମଳ କୁମାର ମହାକୁଡ ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।