ସାପ କାମୁଡ଼ିଲେ କ’ଣ କରିବେ? | Dr Srikant Kumar Dhar on Snake Bites in Odia | Symptoms & First Aid

Dr Srikant Kumar Dhar21 January 202115:57449K views

About this video

ଗାଁ ଗହଳୀରେ ଆଜିବି ସାପ କାମୁଡ଼ିଲେ ଅନେକ ଲୋକେ ଅନ୍ଧବିଶ୍ବାସକୁ ଆପଣାଉଛନ୍ତି, ଯାହା ଜୀବନ ପାଇଁ ବିପଦ। ସାପ କାମୁଡ଼ିଥିଲେ ଏହାର ସଫଳ ଚିକିତ୍ସା ରହିଛି। ଅନ୍ଧବିଶ୍ୱାସରେ ନପଡ଼ି ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚିଲେ ଜୀବନ ବଞ୍ଚିଯିବ। ତେବେ ସାପ କାମୁଡ଼ିଲେ ପ୍ରାଥମିକ ଚିକିତ୍ସା କ’ଣ କରିବେ? କେଉ ଦିଗ ପ୍ରତି ଧ୍ୟାନ ଦେବେ? ଆସନ୍ତୁ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କଠାରୁ ଏବିଷୟରେ ଅଧିକ ଜାଣିବା।