Skip to main content

ମେନୋପଜ୍‌ ପରେ ଓଜନ ବୃଦ୍ଧିକୁ ରୋକିବେ କିପରି? | Menopause: How to control Weight? | Sushree Tapaswini Das

Sushree Tapaswini Das17 June 20262:09501 views

About this video

ମେନୋପଜ୍‌ ସମୟରେ ଶରୀରରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଦେଖାଦିଏ। ଫଳରେ କିଛି ମହିଳାଙ୍କ ଓଜନ ବୃଦ୍ଧି ହୋଇଥାଏ। ତେଣୁ ଅନେକ ମହିଳା ନିଜ ଓଜନକୁ ନେଇ ଚିନ୍ତିତ ହୋଇପଡ଼ନ୍ତି। ଏହି ସମୟରେ ଡାଏଟ୍‌ର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ମେନୋପଜ୍‌ ପରେ ଓଜନ କମାଇବାକୁ କଣ ଖାଇବେ? ଆସନ୍ତୁ, ଏନେଇ ଡାଏଟିସିଆନ୍‌ ସୁଶ୍ରୀ ତପସ୍ୱିନୀ ଦାସଙ୍କଠାରୁ ଜାଣିବା। ମେନୋପଜ୍‌ ପରେ ଓଜନ ବୃଦ୍ଧିକୁ ରୋକିବେ କିପରି? Menopause is a natural biological process that marks the end of a woman's menstruation. While it is a normal part of aging, it can bring about certain health issues and changes in the body due to hormonal changes. It is important to pay more attention to diet at this time. Let’s learn more from Sushree Tapaswini Das, a Dietician. How to control Weight during Menopause? in Odia