ସାଇନସ୍‌ ସଂକ୍ରମଣ – କେମିତି ହେବ ଦୂର? | Sinus Infection (Sinusitis) in Odia | Dr Narayan Sahu

Dr Narayan Sahu28 March 20225:2715K views

About this video

ସାଇନସ୍‌ ହେଉଛି ଆଲର୍ଜି ଜନିତ ସମସ୍ୟା। ସାଇନସ୍‌ ସଂକ୍ରମଣ ହେଲେ ଛିଙ୍କ ହେବା, ମୁଣ୍ଡ ବିନ୍ଧା, ନାକରୁ ପାଣି ଗଡ଼ିବା ଭଳି ସମସ୍ୟା ହୋଇପାରେ। ଆସନ୍ତୁ କର୍ଣ୍ଣ ନାଶା ଗଳା ବିଶେଷଜ୍ଞ ଡାକ୍ତର ନାରୟଣ ସାହୁ ସାଇନସ୍‌ ସମସ୍ୟାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ କ’ଣ କହୁଛନ୍ତି. ଆସନ୍ତୁ ଜାଣିବା।