ବ୍ଲାଡର କ୍ୟାନ୍‌ସର: କାରଣ, ଲକ୍ଷଣ ଓ ଚିକିତ୍ସା | Urinary Bladder Cancer in Odia | Dr Sumanta Kumar Mishra

Dr Sumanta Kumar Mishra27 January 20248:355.4K views

About this video

ପରିସ୍ରା ଥଳିରେ କ୍ୟାନ୍‌ସର ହେବାକୁ ବ୍ଲାଡର କ୍ୟାନ୍‌ସର କୁହାଯାଏ। ଏହାର କାରଣ ଜେନେଟିକ୍‌ ହୋଇପାରେ କିମ୍ବା ତମ୍ବାଖୁ, ଧୂମପାନ ଯୋଗୁଁ ମଧ୍ୟ ପରିସ୍ରା ଥଳିରେ କ୍ୟାନ୍‌ସର ହୋଇପାରେ। ଆସନ୍ତୁ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ସୁମନ୍ତ କୁମାର ମିଶ୍ରଙ୍କଠାରୁ ବ୍ଲାଡର କ୍ୟାନ୍‌ସରର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଜାଣିବା।