କେମିତି ଛାଡ଼ିବେ ତମାଖୁ? | Dr. Debi Prasad Mohanty on How to quit tobacco in Odia
About this video
ତମାଖୁ ସେବନ ଏବେ ଲୋକଙ୍କ ନିତିଦିନିଆ ଅଭ୍ୟାସରେ ପରିଣତ ହୋଇଗଲାଣି। ଏହା ଲୋକଙ୍କ ଜୀବନଶୈଳୀ ସହିତ ଯୋଡ଼ି ହୋଇଗଲାଣି। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବିଶ୍ୱରେ ପ୍ରତିବର୍ଷ ୬ ଲକ୍ଷ ଲୋକଙ୍କ ତମାଖୁ ସେବନ ଯୋଗୁଁ ମୃତ୍ୟୁ ହେଉଛି। ଏଥିରୁ ତମାଖୁ ସେବନର ଭୟଙ୍କର ପରିଣତି ଜଣାପଡୁଛି। ତେବେ କେମିତି ଛାଡ଼ିବେ ତମାଖୁ ସେବନ? ଏନେଇ ଡାକ୍ତର ଦେବୀ ପ୍ରସାଦ ମହାନ୍ତି କ'ଣ କହୁଛନ୍ତି ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି,