ପିସିଓଏସ୍‌ର କାରଣ କ’ଣ? | Treatment of PCOS in Odia | Dr GSS Mohapatra

Dr GSS Mohapatra1 March 202214:1732K views

About this video

ପିସିଓଏସ୍‌ ବା ପଲିସିଷ୍ଟିକ୍‌ ଓଭାରିଆନ୍‌ ସିଣ୍ଡ୍ରୋମ ହେଉଛି ହରମୋନ୍‌ ଜନିତ ସମସ୍ୟା। ଏହାର ମୁଖ୍ୟ କାରଣ ହେଉଛି ଜେନେଟିକ, ପରିବେଶ ଓ ଜୀବନଶୈଳୀ। ଆସନ୍ତୁ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଜିଏସ୍‌ଏସ୍‌ ମହାପାତ୍ରଙ୍କଠାରୁ ପିସିଓଏସ୍‌ର କାରଣ ଓ ଚିକିତ୍ସା ବିଷୟରେ ଅଧିକ ଜାଣିବା।