ପରିସ୍ରା ରୋକିବାରେ ଅସୁବିଧା: କାରଣ ଓ ଚିକିତ୍ସା | Urinary Incontinence in Odia | Dr Jyoti Mohan Tosh
About this video
ପରିସ୍ରା ନରୋକିପାରିବା ବା ପରିସ୍ରା ରୋକିବାରେ ଅସୁବିଧା ହେବା, ଏହି ସମସ୍ୟାକୁ ୟୁରିନାରି ଇନ୍କଣ୍ଟିନେନ୍ସ ବୋଲି କୁହାଯାଏ। କାହାକୁ ଏହି ସମସ୍ୟା ହେବାର ଆଶଙ୍କା ଥାଏ? ୟୁରିନାରି ଇନ୍କଣ୍ଟିନେନ୍ସର ଚିକିତ୍ସା କ’ଣ? ଆସନ୍ତୁ ୟୁରୋଲୋଜିଷ୍ଟ ଡାକ୍ତର ଜ୍ୟୋତି ମୋହନ ତୋଷଙ୍କଠାରୁ ଅଧିକ ଜାଣିବା।