ଶିଶୁ ପାଇଁ ମା’ କ୍ଷୀର କେତେ ଜରୁରୀ? | Importance of Breastfeeding, in Odia | Dr Abhilipsa Acharya
About this video
ଶିଶୁ ଜନ୍ମ ହେବାର ୬ ମାସ ଯାଏଁ କେବଳ ମା’ କ୍ଷୀର ଖାଇବା ଦରକାର। ଶିଶୁର ଶାରୀରିକ ଏବଂମାନସିକ ବିକାଶ ପାଇଁ ଏହା ଅତ୍ୟନ୍ତ ଜରୁରୀ। ଆସନ୍ତୁ, ଶିଶୁ ରୋଗବିଶେଷଜ୍ଞ ଡାକ୍ତର ଅଭିଲିପ୍ସା ଆଚାର୍ଯ୍ୟଙ୍କଠାରୁଏ ବିଷୟରେ ଅଧିକଜାଣିବା।