କାହିଁକି ହୁଏ ବନ୍ଧ୍ୟାଦୋଷ? ଜାଣନ୍ତୁ ଚିକିତ୍ସା | Dr GSS Mohapatra on Infertility: Causes & Treatment
About this video
ବନ୍ଧ୍ୟାଦୋଷ ବା ଇନଫର୍ଟିଲିଟି। ଭାରତରେ ବନ୍ଧ୍ୟାଦୋଷ ସମସ୍ୟା ଏତେ ସାଧାରଣ ଯେ, ପ୍ରତି 6 ଜଣ ଦମ୍ପତ୍ତିଙ୍କ ମଧ୍ୟରେ ଜଣେ ବନ୍ଧ୍ୟାଦୋଷ ସମସ୍ୟାରେ ପୀଡ଼ିତ। ପୂର୍ବ କାଳରେ ଲୋକେ ବନ୍ଧ୍ୟାଦୋଷ ପାଇଁ ମହିଳାମାନଙ୍କୁ ଦାୟୀ କରିଥା’ନ୍ତି। ହେଲେ ଆପଣ ଜାଣିବା ଦରକାର ଯେ, ବନ୍ଧ୍ୟାଦୋଷ ପାଇଁ ଉଭୟ ମହିଳା ଏବଂ ପୁରୁଷ ସମାନ ଭାବେ ଦାୟୀ। ତେବେ ବନ୍ଧ୍ୟାଦୋଷର କାରଣ କ’ଣ? କେମିତି ଏହାର ଚିକିତ୍ସା କରାଯାଏ? ଏନେଇ ବିଶିଷ୍ଟ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଜିଏସଏସ ମହାପାତ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା।