ଅସହ୍ୟ ଅଣ୍ଟା ବିନ୍ଧା -କେମିତି ପାଇବେ ମୁକ୍ତି? | Chronic Back Pain in Odia | Dr Atmaranjan Dash
About this video
ବର୍ତ୍ତମାନ ସମୟରେ ଅଣ୍ଟା ବିନ୍ଧା ହେଉଛି ସବୁଠାରୁ ସାଧାରଣ ସମସ୍ୟା। ଏହାର ବିଭିନ୍ନ କାରଣ ରହିଛି। ବେଳେ ବେଳେ ଅଣ୍ଟା ବିନ୍ଧା ଅଧିକ ଦିନ ଧରି ଲାଗି ରହିଲେ ଏହା କ୍ରୋନିକ୍କୁ ଗତି କରେ। ଆସନ୍ତୁ ବିଶିଷ୍ଟ ନ୍ୟୁରୋ ସ୍ପାଇନ୍ ସର୍ଜନ ଡାକ୍ତର ଆତ୍ମରଞ୍ଜନ ଦାଶ ଏନେଇ କ’ଣ କହୁଛନ୍ତି, ଜାଣିବା।