ଗର୍ଭାବସ୍ଥାରେ ଥାଇରଏଡ୍‌ ରୋଗର କାରଣ? | Thyroid Disorder during Pregnancy in Odia| Dr Manoranjan Tripathy

Dr Manoranjan Tripathy10 June 202512:123.2K views

About this video

ଆମ ଶରୀରର ସବୁ କାର୍ଯ୍ୟ ଥାଇରଏଡ୍‌ ହରମୋନ ଉପରେ ନିର୍ଭର କରିଥାଏ। ଏହି ହରମୋନ୍ କ୍ଷରଣରେ ବ୍ୟତିକ୍ରମ ଦେଖାଦେଲେ ଥାଇରଏଡ୍ ସମସ୍ୟା ଦେଖାଯାଏ। ଗର୍ଭାବସ୍ଥା ଉପରେ ଥାଇରଏଡ୍ ସମସ୍ୟା କିଭଳି ପ୍ରଭାବ ପକାଇଥାଏ? ଏହାର କାରଣ ଏବଂ ଚିକିତ୍ସା ବିଷୟରେ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ମନୋରଞ୍ଜନ ତ୍ରିପାଠୀ କ'ଣ କହୁଛନ୍ତି ଆସନ୍ତୁ ଜାଣିବା।