ମୋଟାପଣ: କମେଇବେ କିପରି? | Obesity: How to reduce Weight? in Odia| Weight Loss | Dr Lalatendu Mahapatra

Dr Lalatendu Mahapatra13 December 20258:54939 views

About this video

ଅସ୍ୱାସ୍ଥ୍ୟକର ଖାଦ୍ୟପେୟ, ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ ମେଦବହୁଳତା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ମେଦବହୁଳତା ଯୋଗୁଁ ଆମ ଶରୀରରେ ଅନ୍ୟାନ୍ୟ ଦୂରାରୋଗ୍ୟ ରୋଗ ମଧ୍ୟ ଦେଖାଦେବାର ସମ୍ଭାବନା ରହିଛି। କେମିତି କମାଇବେ ମୋଟାପଣ? ବାରିଆଟ୍ରିକ୍‌ ସର୍ଜରି ମାଧ୍ୟମରେ କେମିତି ହୁଏ ଚିକିତ୍ସା? ଏନେଇ ବିଶିଷ୍ଟ ସର୍ଜନ ଡାକ୍ତର ଲଲାଟେନ୍ଦୁ ମହାପାତ୍ର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।