ଥାଲାସେମିଆ ରୋଗକୁ କେମିତି ରୋକିବା? । Dr Hemlata Das on Thalassemia in Odia | Causes & Treatment #ITD2021
About this video
ଥାଲାସେମିଆ ହେଉଛି ରକ୍ତବିକାର ସମସ୍ୟା। ଏହା ଏକ ବଂଶାନୁଗତ ରୋଗ, ଯାହା ବାପାମା’ଙ୍କଠାରୁ ପିଲାମାନଙ୍କୁ ବ୍ୟାପିଥାଏ। ଏହି ରୋଗକୁ ଠିକ୍ ସମୟରେ ଚିହ୍ନିବା ଓ ଚିକିତ୍ସା କରିବା ନିହାତି ଆବଶ୍ୟକ। ତେବେ ଥାଲାସେମିଆ ରୋଗକୁ ରୋକିହେବ କି? ଏନେଇ ବିଶିଷ୍ଟ ରକ୍ତରୋଗ ବିଶେଷଜ୍ଞ ଡାକ୍ତର ହେମଲତା ଦାସ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ମେ’ ୮ ବିଶ୍ୱ ଥାଲାସେମିଆ ଦିବସ। ଥାଲାସେମିଆର କାରଣ ଓ ନିରାକରଣ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ଏହି ଦିବସର ମୂଳ ଲକ୍ଷ୍ୟ।