କହିବା ବେଳେ ପାଟି ଲାଗୁଛି କି? | Stuttering/ Stammering in Odia | Lopamudra Tripathy

Lopamudra Tripathy2 March 20236:576.8K views

About this video

କହିଲା ବେଳେ ପାଟି ଲାଗିବା, ଖନେଇ ଖନେଇ କଥା ହେବା ହେବା ଏକ ସମସ୍ୟା। ଏହି ସମସ୍ୟାକୁ କିପରି ଠିକ୍‌ କରିବେ? ଆସନ୍ତୁ ଅଡିଓଲୋଜିଷ୍ଟ ଓ ସ୍ପିଚ୍‌ ଥେରାପିଷ୍ଟ ଲୋପାମୁଦ୍ରା ତ୍ରିପାଠୀଙ୍କଠାରୁ ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଜାଣିବା।