ପିଲାଙ୍କୁ ଡାଇପର ପିନ୍ଧାଇବା ଯୋଗୁଁ ରାସେସ୍‌ ହେଲେ କ’ଣ କରିବେ? | Diaper Rash in Babies | Dr Kanhu Panda

Dr Kanhu Panda17 November 20211:395.6K views

About this video

ଅଧିକ ସମୟ ଡାଇପର ପିନ୍ଧିବା ଦ୍ୱାରା ଶିଶୁଙ୍କ ମୂତ୍ରାଶୟ ଓ ପିଚାରେ ଛୋଟ ଛୋଟ ନାଲି ନାଲି ହୋଇ ଫଳିଯାଏ। ଏହାକୁ ଚର୍ମରୋଗ ବା ରାସେସ୍‌ ବୋଲି କୁହାଯାଏ। ଏହି ରାସେସ୍‌ରେ ପିଲାଙ୍କର ଝାଳ ବା ପରିସ୍ରା ବାଜିଲେ କୁଣ୍ଡାଇ ହୁଏ ବା ପୋଡ଼େ। ଫଳରେ ପିଲାମାନେ କାନ୍ଦିଥାଆନ୍ତି। ତେବେ ଛୋଟ ପିଲାଙ୍କର ଡାଇପର ପିନ୍ଧିବା ଯୋଗୁଁ ରାସେସ୍‌ ହେଲେ କ’ଣ କରିବେ? ଏନେଇ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର କାହ୍ନୁ ପଣ୍ଡା କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Diaper rash is a common form of inflamed skin that appears as a patchwork of bright red skin on your baby's bottom. These rashes are irritating or swollen the skin, and some are itchy, red, painful, and irritated. So what to do if you have rashes due to wearing diapers for a baby? Let's know more from Dr Kanhu Panda, a Paediatrician.