ଡାଏବେଟିସ୍କୁ ରୋକିବେ କେମିତି? | Prevention of Diabetes in Odia | Dr Madhusmita Sahu
About this video
ଡାଏବେଟିସକୁ ସମ୍ପୂର୍ଣ୍ଣ ଭାବେ ଭଲ କରିବା ହୁଏତ ସମ୍ଭବ ନୁହେଁ, କିନ୍ତୁ ଏହାକୁ ନିୟନ୍ତ୍ରଣରେ ରଖି ବିଭିନ୍ନ ଦୁରାରୋଗ୍ୟଠାରୁ ରକ୍ଷା ପାଇପାରିବା। ତେଣୁ ଡାଏବେଟିସ୍କୁ ରୋକିବା ପାଇଁ ଜୀବନଶୈଳୀରେ ପରିବର୍ତ୍ତନ କରିବା ନିହାତି ଜରୁରୀ। ଆସନ୍ତୁ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ମଧୁସ୍ମିତା ସାହୁଙ୍କଠାରୁ ଜାଣିବା ଡାଏବେଟିସ୍କୁ ରୋକିବା ପାଇଁ ବିଭିନ୍ନ ଉପାୟ।