ପାଦ ଓ ଗୋଡ଼ ବଙ୍କା ହୋଇଯିବା: କାରଣ କ’ଣ? | Foot Deformity: Causes, Treatment in Odia | Dr Shakti Swaroop
About this video
ଅଧିକାଂଶ ଲୋକଙ୍କର ପାଦ ଏବଂ ଗୋଡ଼ ବଙ୍କା ହୋଇଯାଏ, ଏହାର କାରଣ ଭୁଲ ଜୋତା ହୋଇପାରେ ବା ଅନ୍ୟ କାରଣ ଯୋଗୁଁ ହୋଇପାରେ। ଆସନ୍ତୁ, ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଶକ୍ତି ସ୍ୱରୂପଙ୍କଠାରୁ ଏନେଇ ଅଧିକ ଜାଣିବା।